ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ନିମନ୍ତେ କୋଭିଡ୍‌ ଟିକା ପ୍ରସ୍ତୁତି ହୋଇପାରେ: ଏମ୍‌ସ୍‌ ମୁଖ୍ୟ

ନୂଆଦିଲ୍ଲୀ: ସେପ୍ଟେମ୍ବର ସୁଦ୍ଧା ଦେଶରେ ପିଲାମାନଙ୍କ ନିମନ୍ତେ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇପାରେ ବୋଲି ‘ଏମ୍‌ସ୍‌’ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଆଜି ସକାଳେ ଗଣମାଧ୍ୟମକୁ କହିଛନ୍ତି। ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାରେ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି, ମୋର ମନେହୁଏ ‘ଜାଇଡସ୍‌’ ପରୀକ୍ଷା କରି ସାରି ଜରୁରୀକାଳୀନ ସ୍ବୀକୃତିକୁ ଅପେକ୍ଷା କରିଛି। ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ପରୀକ୍ଷା ଅଗଷ୍ଟ କିମ୍ବା … Continue reading ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ନିମନ୍ତେ କୋଭିଡ୍‌ ଟିକା ପ୍ରସ୍ତୁତି ହୋଇପାରେ: ଏମ୍‌ସ୍‌ ମୁଖ୍ୟ